Valentine's 2018
Story No - 109
Rose Day special
#ଗୋଲାପ_କଣ୍ଟା
କିଛି ବର୍ଷ ପୂର୍ବରୁ ଦିପୁ ଗୋଟେ ଝିଅକୁ ଭଲପାଉଥିଲା .ସେ ଝିଅ ଵି ତାକୁ ପାଗିଳି ପରି ଭଲପାଉଥିଲା .
ଦିପୁ ତାର ବହୁତ ଯତ୍ନ ନିଏ .ଏମିତିକି ଗୋଲାପ ଯେବେ ଵି ଦିଏ ସେଥିରୁ କଣ୍ଟା ବାହାର କାରି ଦିଏ.ସେ ଝୀଅ ର ନାଁ ସୋନି .
.
ଦିପୁ- ବାପ ରେ ଏତେ ରାଗ . ରାଗେନି ମୋ ପାଗିଳି ଟା .ମୋ ଗୁଲୁରୀ ଟା .
ସୋନି - ମୁ କିଛି ଶୁଣିବିନୀ .
ଦିପୁ- ଏଈ ଦେଖ ମୁ କାନ ଧରୁଛି .
.
ହଟାତ
ସୋନ ିଦିପୁ ର ହାତ ରୁ ରକ୍ତ ଝରିବା ଦେଖି ସେ ସବୁ ରାଗ ଭୁଲି
ସେ ଦିପୁ ର ହାତ କୁ ନିଜ ଓଢଣୀ ରେ ବାନ୍ଧି ଦେଲା
.
ସୋନି- ଏ କେମିତି ହେଲା ?
ଦିପୁ- ତୁ ରାଗୁବୁନି ନା କହନି ?
ସୋନି - ଆରେ କୁହ ତ କେମିତି ହେଲା.
ଦିପୁ- ଆଜି ରୋଜ ଡେ ସେଥିପାଇଁ ମୁ ତୋ ପାଇଁ ଗୋଲାପ ଆଣିବାକୁ ଯାଇଥିଲି ହେଲେ ସବୁ ଗୋଲାପ ରେ କଣ୍ଟା ଥିଲା . ମୁ ଯଦି ତତେ ସେ କଣ୍ଟା ଗୋଲାପ ଦେଇଥାନ୍ତି ତୋ ହାତ ରୁ ରକ୍ତ ବାହାରି ଥାନ୍ତା .ତୁକହ ମୋ ପାଗଳି କୁ କେବେ ଲୁହ ଦେଇନି ତା ତା ହାତରେ କେମିତି ରକ୍ତ ଦେଖିଥାନ୍ତି .ସେଥିପାଇଁ ମୁଁ ସେ ଗୋଲାପ ରୁ କଣ୍ଟା ବାହାର କରୁଥିଲି ମୋ ହାତରେ ସେ କଣ୍ଟା ଫୁଟିଗଲା ଆଉ ସେଥିପାଇଁ ମୋର ଡେରି ହେଲା .ହେଲେ ତୁ ତ ମୋ ଉପରେ ରାଗୁ ଛୁଁ .
.
ସୋନି ଦିପୁ ର ଏତେ ଭଲପାଇବା ଦେଖି ତା ଆଖୀ ରୂ ଲୁହ ଝରିପଡିଲା .
ସୋନି- ମୁଁ ମୋ ଧନ ଉପରେ ବିନା କାରଣ ରେ କେତେ ରାଗିଗଲି . ଆଇ ଲଭ ୟୁ .
ଦିପୁ- ଏଇ ପାଗିଳି ତୁ ଜାଣିଛୁନା ମୁଁ ତୋ ଆଖୀ ରେ ଲୁହ ଦେଖିପାରିବିନି .ତୁ ଏ ସବୁ ଜାଣି କି ବି କାନ୍ଦୁଛୁ .
ଆଉ ଦିନେ କାନ୍ଦିଲେ ତତେ ପିଟିବି .
ସୋନି - କାଇଁ ଏତେ ମତେ ଭଲପାଉଛ .ମୁଁ ଯଦି ତମ ଭାଗ୍ୟ ରେ ନଥାଏ ତ .କଣ କରିବ .
ଦିପୁ - ତତେ ସତରେ ପିଟିବି ଦେଖ ତୁ ଏମିତି କଥା କହୁଛୁ .
ସୋନି - ହି ହି ହି ହି . ତମେ କେବେ ବି ମୋ ଉପରେ ହାତ ଉଠେଇ ପରିବ ନାହିଁ .ମୁଁ ଭଲଭାବେ ଜାଣିଛି .
କିଛିଦିନ ଏମିତି ଚାଲିଲା ପରେ
ଜଣାନାହିଁ କାହାର ନଜର ଲାଗିଗଲା ତାଙ୍କ ଭଲପାଇବା ଉପରେ.
ଆଜିପୁଣି ଥରେ ସେ ରୋଜ ଡେ ଆସିଛି .
ହେଲେ ଦିପୁ ର ସାଥି ଆଜି ଲୁହ ହେଇଯାଇଛି .
ସେ ଆଜି ଗୋଲାପ ଦେବାକୁ ଯାଇଥିଲା ହେଲେ ସେଠି ସେ ଦେଖିଲା ତା ପାଗିଳି ଆଉ କାହା ଠାରୁ ଗୋଲାପ ଫୁଲ ନେଇଛି ଆଉ ବହୁତ ଖୁସି ରେ ତା ସହ କଥା ହେଉଛି .
ସେ ନିଜ ଆଖୀ କୁ ବି ବିଶ୍ୱାସ କରିପାରିଲା ନାହିଁ .
ଦିପୁ କୁ ଏତେ କଷ୍ଟ ହେଉଥିଲା ସେ କାହା ଆଗରେ ପ୍ରକାଶ କରିପାରୁନଥିଲା .
ମୁଁ ତାକୁ ଯେବେ ପଚାରିଲି
କଣହେଇଛି ତୋର
ଦୀପୁ - ଏ ଝିଅ ଙ୍କୁ ବିଶ୍ୱାସ କରିବା କଥା ନୁହଁ . ମୁଁ ଭାବିଥିଲି ମୋ ପାଗିଳି ସବୁ ଝିଅ ଙ୍କ ଠୁ ଅଲଗା ହେଲେ ସବୁ ଝିଅ ଧୋକାବାଜ଼ .ସମସ୍ତେ ଏଠି ହୃଦୟ ଭାଙ୍ଗିବା ଜାଣିଛନ୍ତି .
ମୁନା - ତୁ ଭୁଲ କହୁଛୁ ସାଙ୍ଗ .ବେଳେବେଳେ ଆଖୀ ରେ ଦେଖିବା ଦୃଶ୍ୟ ବି ଭୁଲ ହେଇପାରେ .
.
ଦିପୁ ସେ ଝିଅ କୁ ଘୃଣା କରି ପୁଣି ଥରେ ନୂଆ ଜୀବନ ଆରମ୍ଭ କରିଛି .
.
ସେଝିଅ ସହ ଯାହା ହେଇଛି ମୁଁ ସେ ସତ ଜାଣିଥିଲି ହେଲେ ମୁଁ ତାକୁ କହିଲିନି ଏଥିପାଇଁ ଜେ ସେ ତାକୁ ଏବେ ବି ଯଦି ଭଲପାଇଥାନ୍ତା ତେବେ ଦିପୁ ଏ ଦୁନିୟା ରେ ନଥାନ୍ତା .
ସୋନି ଆଉ ବେଶୀ ଦିନ ବଂଚିପାରିବନି କାହିଁକି ନା ତାକୁ ବଡ ରୋଗ ହେଇଛି .ଆଉ ସେ ଚାହୁଁ ଥିଲା ଯେମିତି ବି ହେଉ ମୋ ଦିପୁ ଏ ଦୁନିୟା ରେ ରହୁ .
Msg for you - ଦୁନିଆ ତ ଏମିତି ଜିଏ ତୁମର ଖୁସି ପାଇଁ ଭଗବାନଙ୍କୁ ପ୍ରାଥନା କରେ ଏ ମଣିଷ ତାକୁ ହିଂ ପାଦରେ ଏଡାଇ ଦିଏ.
ଭଲଲାଗିଥିଲେ ସେୟାର କରିବେ
Comments
Post a Comment